କ୍ୟାଟ୍ରିନା କେଫଙ୍କ ପ୍ରି -ୱାଡିଙ୍ଗ ଶାଢ଼ୀର ଫ୍ଲାୱାର୍ସକୁ ତିଆରି କରିବା ପାଇଁ ୪୦ ଜଣ ଶ୍ରମିକ ଏବଂ ୧୮୦୦ ଘଣ୍ଟା ସମୟ ଲାଗିଥିଲା ​,ଦେଖନ୍ତୁ ଭିଡ଼ିଓ !

ଲାଟେଷ୍ଟ ଫଟୋରେ କ୍ୟାଟ୍ରିନା କେଫ ତାଙ୍କ ମା ଙ୍କ ବ୍ରିଟିଶ ପରବାର କୁ ସମ୍ମାନ ଦେବା ପାଇଁ ଏକ ଫ୍ଲାୱାର୍ସ ପୋଷାକରେ ନଜର ଆସିଥିଲେ, ଯେଉଁଥିରେ ସେ ଏକ ବେଲ ମଧ୍ୟକ୍ୟାରି କରିଥିଲେ,କ୍ୟାଟ୍ରିନା ତାଙ୍କ ହାତରେ ଏକ ଫ୍ଲାୱାର୍ସ ବୁକେ ମଧ୍ୟ ଧରିଛନ୍ତି, ସେ ଏହି ଫୋଟୋ କୁ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି, ଅନ୍ୟ ଫଟୋ ପରି କ୍ୟାଟ୍ରିନାଙ୍କ ଏହି ଫୋଟୋ ଗୁଡ଼ିକ ମଧ୍ୟ ଭାଇରାଲ୍ ହେବାରେ ଲାଗିଛି, ଏବଂ ଲୋକମାନେ କ୍ୟାଟ୍ ଙ୍କ ପ୍ରି-ୱାଡିଙ୍ଗ ର ସୁଟିଂ କୁ ତୀବ୍ର ପ୍ରଶଂସା ମଧ୍ୟ କରୁଛନ୍ତି |

ପ୍ରି- ୱାଡିଙ୍ଗ ସୁଟ୍ ସମୟରେ, ଖ୍ରୀଷ୍ଟିଆନ ୱେଡିଂର ଧଳା ଗାଉନ୍ ବଦଳରେ ସେ ଏକ ସୁନ୍ଦର ଶାଢ଼ୀ ପିନ୍ଧିଥିଲେ, ଯାହା ସାବ୍ୟାସାଚି ଙ୍କ ଦ୍ୱାରା ହିଁ ଡିଜାଇନ୍ କରାଯାଇଥିଲା, ଖବର ଅନୁଯାୟୀ, ଏହି ସୁନ୍ଦର ଶାଢ଼ୀ କୁ 40 କାରିଗର 1800 ଘଣ୍ଟାରୁ ଅଧିକ ସମୟ ଦେଇ ତିଆରି କରିଛନ୍ତି

କେବଳ କ୍ୟାଟ୍ରିନାଙ୍କ ଶାଢ଼ୀ ହିଁ ନୁହେଁ ବରଂ ତାଙ୍କ ଅଳଙ୍କାର କୁ ମଧ୍ୟ ସାବ୍ୟସଚି ଙ୍କ ଦ୍ୱାରା ହିଁ ଡିଜାଇନ୍ କରାଯାଇଥିଲା, ସାବ୍ୟାସଚି ମଧ୍ୟ ନିଜ ଇନଷ୍ଟାଗ୍ରାମରେ କ୍ୟାଟଙ୍କ ଏହି ଫୋଟୋ ଗୁଡିକୁ ସେୟାର କରିଛନ୍ତି|

ଅଭିନେତ୍ରୀ ଖ୍ରୀଷ୍ଟିଆନ ଲୁକକୁ ଏକ ନୂଆ ଭାବ ରେ କ୍ୟାରି କରିଥିଲେ,ସେ ଏକ ପେଷ୍ଟେଲ ଟୁଲ୍ ରଙ୍ଗର ଶାଢ଼ୀ ପିନ୍ଧିଥିଲେ,ଯେଉଁଥିରେ କି ଇଂରାଜୀ ଫ୍ଲାୱାର୍ସ ର ଏମ୍ବ୍ରୋଡେରୀ ସହିତ ରତ୍ନ ମଧ୍ୟ ଖଞ୍ଜା ହୋଇ ତିଆରି ହୋଇଛି, ଖବର ଅନୁଯାୟୀ ଏହି ସୁନ୍ଦର ଶାରୀରୀକୁ ବଙ୍ଗଳାର କାରିଗରମାନେ ତିଆରି କରିଛନ୍ତି|

ଭିକି କୌଶଲ ମେରୁନ-ବ୍ଲୁ ଟ୍ରାଉଜ୍ୱର ସହିତ ଗୋଲାପୀ ରଙ୍ଗ ର ବନ୍ଦ ବେକ ର କୁର୍ତା ରେ ସୁନ୍ଦର ଦେଖାଯାଉଥିଲେ, ଏହା କୁ ମଧ୍ୟ ସାବ୍ୟସାଚି ଙ୍କ ଦ୍ୱାରା ହିଁ ତିଆରି କରାଯାଇଅଛି |

ଏଥିରୁ ସ୍ପଷ୍ଟ ହେଉଛି ଯେ କ୍ୟାଟ୍ରିନା କେଫ୍ ତାଙ୍କ ପ୍ରି-ୱାଡିଙ୍ଗ ସୁଟରେ ଏହି ସୁନ୍ଦର ଶାଢ଼ୀ ପିନ୍ଧି ଏକ ନୂଆ ଟ୍ରେଣ୍ଡ ତିଆରି କରିଛନ୍ତି|

କ୍ୟାଟ୍ରିନା କେଫ 9 ଡିସେମ୍ବର 2021 ରେ ଅଭିନେତା ବିକି କୌଶଲଙ୍କ ସହ ଏକ ରାଜକୀୟ ଢଙ୍ଗୀ ରେ ନିଜ ବିବାହ କରିଥିଲେ, ତାଙ୍କ ବିବାହ ଦିନ, ସେ ନିଜ ବ୍ରାଇଡାଲ ଲୁକ ରୁ ଅନେକ ହେବବା କୁ ଯାଉଥିବା କନିଆ ମାନଙ୍କୁ ଲୁକ୍ ସହିତ ପ୍ରେରିତ କରିଛନ୍ତି |

ତାଙ୍କ ବିବାହ ଦିନ କ୍ୟାଟ୍ରିନା କେଫ ସାବ୍ୟସାଚି ମୁଖାର୍ଜୀଙ୍କ କଲେକ୍ସନ ରୁ ଏକ ଲାଲ୍ ଲେହେଙ୍ଗା ଏବଂ ଚମତ୍କାର ଅଳଙ୍କାର ସବୁ ପିନ୍ଧିଥିଲେ, ଯେଉଁଥିରେ ସେ ବହୁତ ସୁନ୍ଦର ଦେଖାଯାଉଥିଲେ |

Leave a Reply

Your email address will not be published. Required fields are marked *