21 ବର୍ଷ ପୂର୍ବେ ଆମେରିକାରେ ଦୁଇଜଣ ଯୁବକ ସେମାନଙ୍କ କାର ସହିତ ଅଦୃଶ୍ୟ ହୋଇଥିଲେ |ତାଙ୍କ ମୃତଦେହକୁ କେହି ପାଇଲେ ନାହିଁ। ବର୍ତ୍ତମାନ ଜଣେ ବ୍ୟକ୍ତି ସେମାନଙ୍କୁ ଖୋଜିଛନ୍ତି |
21 ବର୍ଷ ପୂର୍ବେ ଆମେରିକାରେ ଦୁଇଜଣ ଯୁବକ ସେମାନଙ୍କ କାର ସହିତ ନିଖୋଜ ହୋଇଯାଇଥିଲେ,ତାଙ୍କ ଶବ କୁ ମଧ୍ୟ କେହି ପାଇ ନଥିଲେ, କିନ୍ତୁ ବର୍ତ୍ତମାନ ଜଣେ ବ୍ୟକ୍ତି ସେମାନଙ୍କୁ ଖୋଜି ଦେଇଛନ୍ତି, ପ୍ରକୃତ ରେ 21 ବର୍ଷ ପୂର୍ବେ ଏକ କାର ଗୋଟେ ଗଭୀର ନଦୀରେ ବୁଡ଼ି ଯାଇଥିଲା
ଏଥିରେ କାର ଟି ସହ ଅନ୍ୟ ଦୁଇଜଣ ଯୁବକ ମଧ୍ୟ ଥିଲେ କେହି ତାଙ୍କ ମୃତଦେହ ନ ପାଇବା ସହ କାର ବିଷୟରେ ମଧ୍ୟ କିଛି ବି ଖବର କାହାରି କୁ ବି ଜଣା ନଥିଲା,କିନ୍ତୁ ବର୍ତ୍ତମାନ ଜଣେ ସ୍କୁବା ଡାଇଭର ଏହି କାର୍ଯ୍ୟ କରିଦେଖେଇଛନ୍ତି, ଯାହା ଗତ 21 ବର୍ଷ ମଧ୍ୟରେ ପୋଲିସ ଖୋଜୁଥିଲା, ସେ ଏହି ମାମଲାର ସମାଧାନ କରିଦେଇଛନ୍ତି ଏହି ସ୍କୁବା ଡାଇଭରଙ୍କର ନିଜସ୍ୱ ୟୁଟ୍ୟୁବ୍ ଚ୍ୟାନେଲ୍ ‘ନାଗାସ୍ ସହିତ ଏକ୍ସପ୍ଲୋରିଂ’ ଅଛି, ସେ କହିଥିଲେ ଯେ ସେ ଏକ କାର୍ ପାଇଛନ୍ତି, ଯେଉଁଥିରେ କି ସେ ଦୁହିଁ ଯୁବକ ଙ୍କର ମୃ-ତ ଦେହ ଥିଲା |
ପୋ-ଲିସ ମଧ୍ୟ ଖୋଜି ପାଇନଥିଲେ :-
ଜେରେମି ସାଇଡସ୍ କାରଟିକୁ ପାଇଥିଲେ, ଏପରିକି ପୋ-ଲିସ ଏତେ ବର୍ଷ ପର୍ଯ୍ୟନ୍ତ ଖୋଜି ପାଇ ନଥିଲେ, ତାଙ୍କୁ ଏହି କାରରେ ଦୁଇଟି ଶବ ମଧ୍ୟ ମିଳିଥିଲା,ଏହି ମୃ-ତ୍ୟ ଶରୀର ଏରିନ୍ ଫୋଷ୍ଟର ଏବଂ ଜେରେମି ବେଚଟେଲଙ୍କର ଥିଲା, ପୋ-ଲିସ ତାଙ୍କୁ ଦୀର୍ଘ ସମୟ ଧରି ଖୋଜୁଥିଲା, ସେ ଟେନେସିର ବାସିନ୍ଦା ଥିଲେ |
2000 ମସିହା ରେ ହେଇଯାଇଥିଲେ ଅଚାନକ ଗାୟେବ :-
ଏମାନେ ଏପ୍ରିଲ୍ 3, 2000 ରେ ଦୁହେଁ ନିଖୋଜ ହୋଇଯାଇଥିଲେ, ସେହି ଦିନଠାରୁ ପୋଲିସ ସେମାନଙ୍କୁ ଖୋଜୁଥିଲେ ସେମାନଙ୍କୁ ଖୋଜିବା ପାଇଁ ପୋଲିସ ମାନେ ବହୁତ ଚେଷ୍ଟା ମଧ୍ୟ କରାଯାଇଥିଲା,କିନ୍ତୁ ତାଙ୍କୁ ସେଇଥିରେ କିଛି ଭି ସଫଳତା ମିଳି ନଥିଲା, କେହି ଜାଣି ନଥିଲେ ଯେ ଏରିନ୍ ଏବଂ ଜେରେମି କେଉଁଠା ରୁ ନିଖୋଜ ହୋଇଯାଇଛନ୍ତି, କିନ୍ତୁ ଜେରେମି ଏହାକୁ 21 ବର୍ଷ ପରେ ଖୋଜି ପାଇଲେ, ବର୍ତ୍ତମାନ ପୋଲିସ ଏହା ମଧ୍ୟ ନିଶ୍ଚିତ କରିଛି ଯେ ମିଳିଥିବା କାରଟି ଏରିନ୍ ଏବଂ ଜେରେମିଙ୍କର ହିଁ ଅଟେ |
କେମିତି ପାଇଲେ ଏହା ର ଖବର :-
ଜେରେମି ବ୍ୟାଖ୍ୟା କରିଛନ୍ତି ଯେ ଯେତେବେଳେ ସେ ଏହି ଦୁଇଜଣଙ୍କୁ ଶେଷ ଥର ପାଇଁ ଦେଖିଥିଲେ, ସେତେବେଳେ ସେ ସେଠାରେ ଏକ ନଦୀ ମଧ୍ୟ ଦେଖିଲେ, ଯାହା ପରେ ସେ ତାଙ୍କୁ ନଦୀରେ ଖୋଜିବା ଆରମ୍ଭ କଲେ, ଏଥିରେ ତାଙ୍କର ଜଣେ ସଦସ୍ୟ ତାଙ୍କ ର ସୁଟିଂ କରୁଥିଲେ, ଆଉ ସେ ପ୍ରଥମ ଥର ପାଇଁ ତାଙ୍କ ଅନୁସନ୍ଧାନରେ ବିଫଳମଧ୍ୟ ହୋଇଥିଲେ।
ପୁଣି ଦେଖା ଗଲା କାର ର ବୋନେଟ :-
ତା’ପରେ ଯେତେବେଳେ ସେ ଦ୍ୱିତୀୟ ଥର ପାଇଁ ପାଣି ଭିତରକୁ ଗଲେ, ବହୁ ପରିଶ୍ରମ ପରେ ସେ କାରର ବୋନେଟ୍ ଦେଖାଇଲେ, ଏହା ପରେ ସେ ପୋଲିସକୁ ଏହା ବିଷୟରେ ଜଣାଇଲେ, ଏବଂ ଏହା ପରେ ପ୍ରକାଶ ପାଇଲା ଯେ ଏହି ଦୁଇଟି ଶରୀର ଆରୋନ ଏବଂ ଜେରେମିଙ୍କର ଅଟେ, ବର୍ତ୍ତମାନ 21 ବର୍ଷ ପୁରୁଣା ମାମଲାର ସମାଧାନ ପାଇଁ ସ୍କୁବା ଡାଇଭର ବହୁତ ଆଡୁ ବହୁତ ଲୋକ ପ୍ରଶଂସା କରୁଛନ୍ତି |