ବିବାହ କଥା କହିଲେ ସମସ୍ତଙ୍କ ମନରେ ଏକ ପ୍ରକାରର ଖୁସିର ଭାବନା ଆସିଯାଏ। କାହିଁକି ନା ବିବାହ ଘରରେ ବହୁତ ମଜାମସ୍ତି ହୋଇଥାଏ, ବହୁତ ଖୁସି ମଧ୍ୟ ଥାଆନ୍ତି ସମସ୍ତେ। ଏହି ବିବାହ ଦୁଇଟି ମଣିଷର ଜୀବନକୁ ବଦଳାଇ ଦେଇଥାଏ,ବିବାହରେ କେବଳ ଦୁଇଟି ମଣିଷ ଏକାଠି ହୋଇ ନଥାଆନ୍ତି ବରଂ ଦୁଇଟି ପରିବାର ଏକ ହୋଇଥାଆନ୍ତି। ବିବାହକୁ ବି ଆମ ସମାଜରେ ଏକ ପବିତ୍ର ସମ୍ପର୍କ ବୋଲି ମନା ଯାଇଥାଏ। ବିବାହରେ ଗୋଟିଏ ପୁଅ ଝିଅ ଉଭୟ ମାନସିକ ଏକ ଶାରୀରିକ ସମ୍ପର୍କରେ ଏକ ହୋଇ ଥାଆନ୍ତି।
ବିବାହରେ ପୁଅର ଜୀବନ ବଦଳି ଥାଏ, ହେଲେ ସବୁଠାରୁ ବଡ ପରିବର୍ତ୍ତନ ଆସିଥାଏ ଗୋଟିଏ ଝିଅ ପାଖରେ। ପ୍ରତ୍ୟକ ଦିନ ଖବର କାଗଜ, ମିଡ଼ିଆ ଟିଭି ଓ ଆଦିରେ ଅବୈଧ ସମ୍ପର୍କ ବିଷୟରେ ଶୁଣିବା ପାଇଁ ମିଳିଥାଏ। ଆଜିକାଲି ଲୋକ ମାନେ ନିଜର ଯୌନ ଲାଳସା ମେଣ୍ଟାଇବା ପାଇଁ ସବୁ ସମ୍ପର୍କକୁ ପଛରେ ପକାଇ ଦେଉଛନ୍ତି। ଏମିତିକି ସ୍ତ୍ରୀ ନିଜ ସ୍ୱାମୀକୁ ଛାଡି ଅନ୍ୟ ପୁରୁଷଙ୍କ ସହିତ ସମ୍ପର୍କ ରଖିଥାଏ, ଯାହା ବର୍ତ୍ତମାନ ସମୟରେ ସାଧାରଣ କଥା ହୋଇ ଗଲାଣି।
ଏବେ ସୋସିଆଲ୍ ମିଡିଆରେ ବି ସେହିପରି ଏକ ସମ୍ପର୍କ ଶୁଣିବାକୁ ମିଳିଛି, ସ୍ୱାମୀ ଘରେ ନଥିବା ସମୟରେ ସ୍ତ୍ରୀ ପ୍ରେମିକ ସହିତ ରାସଲୀଳା କରୁଥିଲେ। ସୂଚନା ଅନୁସାରେ, ଜଣେ ମହିଳାଙ୍କ ସ୍ୱାମୀ କାମ କରିବା ପାଇଁ ବହାରକି ଯାଇ ଥିଲେ। ଠିକ ସେହି ସମୟରେ ଏହାର ସୁଯୋଗ ନେଇ ସ୍ତ୍ରୀ ତା’ର ପ୍ରେମିକ ସହିତ ରୋମାନ୍ସ କରୁଥିଲା। ସେ ଦୁଇ ଜଣଙ୍କ ପ୍ରେମ ବହୁ ମାତ୍ରାରେ ବଢି ଯାଇ ଥିଲା ଯେ, ପ୍ରେମିକ ଜଣଙ୍କ ପ୍ରେମିକାଙ୍କ ଘରେ ଆସି ପହଁଛି ଯାଇ ଥିଲେ।ମହିଳାଙ୍କ ଏଭଳି ପ୍ରେମ ସମ୍ପର୍କ ବିଷୟରେ ତାଙ୍କ ସ୍ୱାମୀ ଜାଣି ପାରିଥିଲେ। ତେବେ ମହିଳାଙ୍କ ସ୍ୱାମୀ ତାଙ୍କ ସ୍ତ୍ରୀ ଙ୍କ ପ୍ରେମିକଙ୍କୁ ଧରିବା ପାଇଁ ଯାଉ ଥିବା ବେଳେ ସ୍ତ୍ରୀ ତାଙ୍କ ସ୍ୱାମୀଙ୍କୁ ଯିବା ପାଇଁ ଅଟକାଇ ଦେଉଥିଲେ।
ତେବେ ପ୍ରେମିକ ଜଣଙ୍କ ନିଜ ପ୍ରେମିକାର ପାଖରୁ ଖସି ଯିବା ପାଇଁ ଏକ ଉପାୟ ମାନ ଚିନ୍ତା କରୁଥିଲେ। ପ୍ରେମିକ ଜଣଙ୍କ ବାଲକୁନି ଉପରେ ରହିଥିବା ବେଳେ ମହିଳାଙ୍କ ସ୍ୱାମୀ ତଳେ ଛିଡା ହୋଇଛନ୍ତି। ଠିକ ସେହି ସମୟରେ ମହିଳାଙ୍କ ସ୍ୱାମୀ ବାଲକୁନି ଉପରକୁ ଯାଉ ଥିବା ସମୟରେ ପ୍ରେମିକ ମହିଳାଙ୍କ ସ୍ୱାମୀରେ ଆଖିରେ ଧୂଳି ଦେଇ ଦୌଡା ମାରିଥିଲେ।ପ୍ରେମିକ ଦୌଡ଼ି ପଳାଇ ଯାଉ ଥିବାର ଦେଖି ମହିଳାଙ୍କ ସ୍ୱାମୀ ତାଙ୍କ ପଛେ ପଛେ ଦୌଡ଼ିଲେ କିନ୍ତୁ ପ୍ରେମିକ ଖସି ପଳାଇ ଯାଇ ଥିଲେ ଓ ସେ ଧରି ପାରିଲେ ନାହିଁ।
ତେବେ ନିଜ ସ୍ତ୍ରୀ ର ପରକ୍ରିୟା ପ୍ରୀତି ଯୋଗୁଁ ସ୍ୱାମୀ ବହୁତ ଜୋର କାନ୍ଦିଥିଲେ ଓ ନିଜକୁ ବହୁତ ଛୋଟ ମଧ୍ୟ ଭାବି ନେଇଥିଲେ। ମହିଳା ଜଣଙ୍କ ନିଜର ଭୁଲ ଜାଣି ପାରି ସ୍ୱାମୀର ଗୋଡ଼ ଓ ହାତ ଧରି ଭୁଲ ମାଗିଥିଲେ। ଏହି ଭିଡ଼ିଓଟି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଜୋର ସୋର ଭାବରେ ନିଆଁ ଭଳି ଭାଇରଲ ହେବାରେ ଲାଗିଛି।