ନରେନ୍ଦ୍ର ମୋଦିଙ୍କ ବଡ଼ ଘୋଷଣା ! ଏବେ ୬୦୦୦ ଟଙ୍କା ବଦଳରେ ମିଳିବ ୧୨୦୦୦ ଟଙ୍କା ! ଜାଣନ୍ତୁ ସମ୍ପୂର୍ଣ ଖବର

ଭାରତ ସରକାର ବର୍ତମାନ ନାନା ପ୍ରକାର ସୁବିଧା ସୁଯୋଗ କରିଦେଉଛନ୍ତି ଭାରତ ବାସୀ ଙ୍କ ପାଇଁ । ଅନେକ ସ୍କିମ୍ମ କରିଦେଉଛନ୍ତି ଯେଉଁ ଥିରେ ଅନେକ ପଛୁଆ ବର୍ଗ ର ଲୋକ ମାନଙ୍କୁ ପଇସା ମଧ୍ୟ ମିଳୁଛି । ତେବେ ଏହା ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଙ୍କ ତରଫ ରୁ ଅନେକ ପ୍ରକାର ସ୍କିମ୍ ଆସିଥାଏ । ତେବେ ଅନେକ ସମୟ ରେ ଉଭୟ ସରକାର କୃଷକ ଙ୍କ ସାହାଯ୍ୟ ପାଇଁ ବ୍ୟାଙ୍କ୍ ରେ ଖାତା ଖୋଲାଇଥାନ୍ତି ଓ ସେହି ଖାତା ରେ ସେମାନଙ୍କ ସ୍କିମ୍ ଅନୁସାରେ ପ୍ରତ୍ୟେକ ଙ୍କୁ କିଛି କିଛି ପଇସା ଦେଇଥାନ୍ତି । ତେବେ ସେହି ସ୍କି ମ୍ ର ଅଧିକୃତ ହେବା ପାଇଁ କିଛି କିଛି କ୍ରାଇଟରିଆ ରହିଥାଏ ଯାହାକୁ ସେହି ଅନୁସାରେ ଠିକ୍ ଠିକ୍ ଫିଲ ଅପ୍ କରିବାକୁ ପଡ଼ିଥାଏ । ତେବେ ରହିଛି କେନ୍ଦ୍ର ସରକାରଙ୍କ ପିମ୍ କିଶାନ ଯୋଜନା ।

ଯେପରି ବର୍ତମାନ ସରକାର ଙ୍କ ଠାରୁ କିଛି ପ୍ରଯୁଜ୍ୟ ନିୟମାବଳୀ ଆସିଛି , ଯାହାଦ୍ଵାରା କୃଷକ ମାନେ ସାହାଯ୍ୟ ପାଇପାରନ୍ତେ । କିନ୍ତୁ ସେମାନଙ୍କ ପାଖରେ ଥିବା ପାନକାର୍ଡ କୁ ଆଧାର ସହିତ ଲିଙ୍କ୍ କରେଇବା ନିହାତି ଜରୁରୀ ଅଟେ । ଆଉ ଏହାକୁ ସରକାର ବି ଘୋଷଣା କରିଛନ୍ତି ଯଥା ଶୀଘ୍ର କରିନେବା ପାଇଁ । ତେବେ ବର୍ତମାନ ଯାଇଥିବା ବାତ୍ୟା ତଥା ଜୱାଦ୍ -ପ୍ରଭାବ ରେ ଅନେକ କୃଷି କ୍ଷେତ ନ-ଷ୍ଟ ହୋଇଯାଇଛି । ଅନେକ ଫସଲ ନ-ଷ୍ଟ ହୋଇଯାଇଛି । କୃଷକ କୃଷି ଋଣ ନେଇ ଚାଷ କରିଥିବା ବେଳେ ବାତ୍ୟା ଆସି ତାହା ଉଜାଡି ଦେଇଛି ।

ତେବେ ବର୍ତମାନ ଚାଷୀ ଙ୍କ ମୁଣ୍ଡ ରେ ଚଡ଼କ ପଡିଛି ସେମାନେ କିପରି କୃଷି ଋଣ ଶୁଝିବେ । କାରଣ କୃଷି କରି ହିଁ କୃଷକ ଙ୍କ ପରିବାର ଭରଣ ପୋଷଣ ହୋଇଥାଏ । କୃଷି ଋଣ ଶୁଝି ନ ପାରି ହିଁ କୃଷକ ଆ-ତ୍ମହ-ତ୍ୟା କରିଥାଏ । ତେଣୁ ପ୍ରତି ଟି କୃଷକ ଙ୍କୁ ସାହାଯ୍ୟ କରିବା ପାଇଁ। କେନ୍ଦ୍ର ସରକାର ଆରମ୍ଭ କରିଥିଲେ ପିଏମ୍ କିଶାନ୍ ଯୋଜନା ।

ପ୍ରଥମେ କୃଷକ ମାନଙ୍କୁ ଏହି ଯୋଜନା ରେ ଅନ୍ତର୍ଭୁକ୍ତ କରାଯାଇଥିଲା । ତା ପରେ ସେମାନଙ୍କର ବ୍ୟାଙ୍କ୍ ଖାତା ଖୋଲା ଯାଇଥିଲା । ସେମାନଙ୍କ ଖାତା କୁ ମାସିକ ୬୦୦୦ ଟଙ୍କା ଦିଆଯାଉଥିଲା । ତେବେ ଆକାଉଣ୍ଟକୁ ୬୦୦୦ ବଦଳରେ ଆସିବ ୧୨୦୦୦ । ଅର୍ଥାତ ପ୍ରତି ୪ ମାସରେ ୨୦୦୦ ଟଙ୍କା ଦିଆଯାଉଥିବା ବେଳେ ୪୦୦୦ ମିଳିବ । କୃଷି ମନ୍ତ୍ରୀ ଅମରେନ୍ଦ୍ର ପ୍ରତାପ ସିଂ , କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମନଙ୍କ ସହ ସାକ୍ଷାତ କରିଥିଲେ ।

ତେବେ ବିହାର କୃଷି ମନ୍ତ୍ରୀଙ୍କ ମୁତାବକ ସରକାର ପିଏମ କିଷାନ ସମ୍ମାନ ନିଧି ଯୋଜନାର ରାଶିକୁ ଦୁଇ ଗୁଣ କରିବେ । ତେବେ ମୋଦି ସରକାର ସମ୍ପୂର୍ଣ୍ଣ ଦେଶରେ ୯.୭୫ କୋଟିରୁ ଅଧିକ କୃଷକଙ୍କ ଆକାଉଣ୍ଟକୁ ୧୯,୫୦୦ କୋଟି ଟଙ୍କା ପଠାଇଥିଲେ । ତେବେ ବର୍ତମାନ ଜଣା ପଡ଼ିଛି ଯେ ୬୦୦୦ ଟଙ୍କା ଟି ୧୨୦୦୦ ଟଙ୍କା କରାଯାଇଛି ବୋଲି ।

Leave a Reply

Your email address will not be published. Required fields are marked *