ମଣିଷ ହେଉ କି ପଶୁ ହେଉ ସମସ୍ତ ଜୀବ ଜନ୍ତୁ ଙ୍କ ର ଜନ୍ମ ରହିଛି ମାନେ ମରଣ ଭି ସୁନିଶ୍ଚିନ୍ତ । ହେଲେ ଆମେ ସାଧାରଣ ମଣିଷ ମାନଙ୍କ କଥା କହିବୁ ମଣିଷ ମାନେ ପାପ ଓ ପୁଣ୍ୟ ଭିତରେ ନିଜେ ପଶି ହୋଇ ରହିଥାନ୍ତି । ବାସ୍ତବରେ ଭଗବାନ ଙ୍କ ପାଖରେ ମଣିଷ ରେ ପାପ ଓ ପୁଣ୍ୟ ର ସମସ୍ତ ହିସାବ ଗୋଟି ଗୋଟି କରି ରହିଥାଏ । ମଣିଷ ଯେତିକି ପରିମାଣ ରେ ପାପ କରିଥାଏ ସେହି ଅନୁସାରେ ଦଣ୍ଡ ଭି ଭୋଗିଥାଏ । ସେ ଏ ଜନ୍ମ ରେ ହେଉ ଅବା ପର ଜନ୍ମ ରେ । ମଣିଷ ବହୁତ୍ ସମୟରେ ମଧ୍ୟ ନିଜର କର୍ମ ନେଇ ଯମ ପୁରା ରେ ଦଣ୍ଡ ପାଇଥାନ୍ତି । ସତରେ ମଣିଷ ଠାରେ ସବୁକିଛି ଗୁଣ ରହିଥାଏ । ମଣିଷ ସର୍ବ ଗୁଣା ର ଅଧିକାରୀ ହୋଇଥାଏ । ମଣିଷ ପାପ ଭି କରିଥାଏ ପୁଣ୍ୟ ଭି କରିଥାଏ । ହେଲେ ଆଜି ଆମେ ଆପଣଙ୍କୁ ଜୀବନ ର ମୂଲ୍ୟ ବୁଝେଇ ଗୋଟିଏ ଭଲ କାହାଣୀ ଟେ କହିବୁ ।
ଘଟଣା ଟି ହେଉଛି କି ଜଣେ ସେଟ୍ ବସ୍ ରେ ଅହ୍ଲାଇଲେ ତାଙ୍କ ପାଖରେ ବହୁତ୍ କିଛି ଜିନିଷ ବ୍ୟାଗ୍ ଓ ଲୋଗେଜ୍ ରହିଥିଲା । ସେହି ବସ ଷ୍ଟାଣ୍ଡ ଠାରୁ ତାଙ୍କ ଘର ପାଖା ପାଖି ୧କିମି ଦୂର ରେ ଥିଲା ଯାହା ପାଇଁ ତାଙ୍କୁ ଚାଲି କରି ଯିବା ଟା ସୁବିଧା ହେଉ ନଥିଲା । ସେଥି ପାଇଁ ସେ ଅଟୋ ରିକ୍ସା ହେଉ କି ରିକ୍ସା ଖୋଜୁଥିଲେ । ତା ପରେ ସେ ଚାରିଆଡ଼େ ଦେଖିବା ପରେ ଗୋଟିଏ ରିକ୍ସା ଦେଖିଲେ ।
ଆଉ ଜୋର୍ ରେ ପାଟି କରି ତାଙ୍କୁ ନିଜ ପାଖକୁ ଡାକିଲେ କହିଲେ ମୋତେ ନେଇଯିବ କି ଆଉ ନବ ଯଦି କେତେ ଟଙ୍କା ନବ ସେହି ସମୟରେ ସେହି ରିକ୍ସାବାଲା ଜଣକ ଉତ୍ତର ଦେବା ପାଇଁ ଯାଇ କହିଲେ କି ଆପଣ ଯେତେ ଟଙ୍କା ଦେଲେ ଭି ହେବ କିନ୍ତୁ ମୋର ଗୋଟିଏ ସର୍ତ୍ତ କି ଯଦି ଆପଣ ମୋ ରିକ୍ସା ରେ ବସିବେ ତେବେ ଆପଣଙ୍କୁ ମୋ କଥା ଶୁଣିବା ପାଇଁ ପଡିବ ନହେଲେ କିଛି କହିବା ପାଇଁ ପଡ଼ିବ । ଯାହା ଶୁଣି ସେଠ୍ ରାଗି ଯାଏ ତାଙ୍କୁ ଘଉଡାଇ ଦେଇଥିଲେ
ହେଲେ କିଛି ଗାଡ଼ି ନ ପାଇବାରୁ ସେ ପୁଣି ତାଙ୍କୁ ଡାକିଲେ ଓ ନିଜ କାମ କୁ ସଫଳ କରିବା ପାଇଁ ସର୍ତ୍ତ ରେ ରାଜି ହୋଇ ଗାଡ଼ି ରେ ବସିଲେ । ତା ପରେ ରିକ୍ସା ଗାଡ଼ି ବାଲା ଟି କହିଲେ ଓ ସେଠ୍ ଶୁଣିଲେନି ଘର ପହଞ୍ଚିବା ପରେ ପଚାରିବାରୁ ସେଠ୍ କହିଲେ ମୁଁ ଶୁଣିବି । ସେହି ରିକ୍ସା ବାଲା ଜଣକ କହୁଥିଲେ ଆପଣ ମୋ କଥା ଶୁଣିଲେ ଅର୍ଥାତ ଆପଣ କାଲି ସାଧ୍ୟାରେ ମରିଯିବେ ଓ ମରିବା ବାରେ ଯାଇ ଯମ ପଚାରିବେ ତୁମକୁ କଣ ଦରକାର ଓ ତୁମେ କହିବା ମୋ ପାପ ଫଳ ଭୋଗିବା ପାଇଁ ପୁଣ୍ୟ ଫଳ ଦେଖିବା ପାଇବେ ଚାହେ । ଏହା ଫଳ ରେ ପ୍ରକୃତ ସ୍ବର୍ଗ ପ୍ରାପ୍ତି କରି ପାରିବେ ।