ପୁଣି ପ୍ରକୃତି ମିଶ୍ର ଡ୍ୟାନ୍ସ ଦ୍ଵାରା ଲଗାଇଲେ ନିଆଁ ! ସୁନ୍ଦର ଲୁକରେ ଫ୍ୟାନ୍ସକୁ ଗଲେ ଦିୱାନା ! ଦେଖନ୍ତୁ ଭିଡ଼ିଓ !!

ଆମେ ସମସ୍ତେ ସିରିଏଲ୍ ଓ ଫିଲ୍ମ ଦେଖିବା ପାଇଁ ବହୁତ୍ ଭଲ ପାଉ । ହେଲେ କିଛି କିଛି ଜଣ ହିନ୍ଦୀ ଫିଲ୍ମ ହେଉ ତ ଆଉ କିଛି କିଛି ଜଣ ହିନ୍ଦୀ ଫିଲ୍ମ ଦେଖିବା ପାଇଁ ଭଲ ପାଆନ୍ତି । ଆହୁରି ମଧ୍ୟ ଅନ୍ୟ କିଛି କିଛି ଲୋକ ଆଉ ଅଲଗା କିଛି ଦେଖିବାକୁ ପସନ୍ଦ କରନ୍ତି । ସେହି ଭଳି ଭାବରେ ହିନ୍ଦୀ ଫିଲ୍ମ ଓ ସିରିଆଲ୍ ର ଚାହିଦା ଏବେ ମଧ୍ୟ ବହୁତ୍ ରହିଛି । ଶହେ ରୁ ଶତକଡା ଲୋକ ହିନ୍ଦୀ ଫିଲ୍ମ ଦେଖିବା କୁ ପସନ୍ଦ କରୁଛନ୍ତି । ଖାଲି ଏତିକି ନୁହେଁ ଲୋକେ ମଧ୍ୟ ଫିଲ୍ମ ଗୁଡ଼ିକୁ ଯେତିକି ଭଲ ପାଇବା ଦେଉଛନ୍ତି ତାଠୁ ଭି ଅଧିକ ସେହି ଫିଲ୍ମ ରେ କାମ କରୁଥିବା ହିରୋ ଆଉ ହିରୋଇନ୍ ମାନଙ୍କୁ ଭଲ ପାଉଛନ୍ତି ।

ସମସ୍ତେ ମଧ୍ୟ ନଜର ରେ ରଖୁଛନ୍ତି କେତେବେଳେ କେଉଁ ହିରୋ ଅବା ହିରୋଇନ୍ କେମିତି ସଜ ହଉଛନ୍ତି କେମିତି ପୋଷାକ ପିନ୍ଧୁଛନ୍ତି । କେମିତି ଚାଲିଛନ୍ତି କେମିତି ଅଭିନୟ କରୁଛନ୍ତି କେମିତି ଖାଉଛନ୍ତି କେମିତି ବସୁଛନ୍ତି ଏମିତି ବହୁତ୍ କିଛି ।ବେଳେ ମଧ୍ୟ ଏମିତି କିଛି ସୁଟିଂ ସେଟ୍ ର କିଛି ଭିଡିଓ ଆସିଥାଏ ଯାହା ଦର୍ଶକ ମାନଙ୍କୁ ଟିକେ ଆଶ୍ଚର୍ଯ୍ୟ କରିଦେଇଥାଏ । ଆଉ କିଛି ସମୟରେ ମଧ୍ୟ ଆମେ ହିରୋଇନ୍ ଆଉ ହିରୋ ଙ୍କୁ ନେଇ ଏମିତି କିଛି ଫଟୋ ଅବା ଭିଡିଓ ଆସିଥାଏ ଯାହା ପାଇଁ ଦର୍ଶକ ମାନେ କିଛି ସମୟ ଯାଏଁ ଭାବିବାକୁ ରହି ଯାଇଥାନ୍ତି ।

ଆଜି ଆମେ ବୋଲିଉଡ ଜଗତର ଓ ଆଲିଉଡ୍ ଜଗତରେ କ୍ୱିନ ଙ୍କ ବିଷୟରେ କହିବୁ ଯିଏ କି ଓଡ଼ିଆ ଫିଲ୍ମ ଜାଗତକୁ କୁ ନିଜର କ୍ୟାରିଅର୍ ହିସାବ ରେ ଆପଣାଇ ଥିବା ବେଳେ ହିନ୍ଦୀ ଫିଲ୍ମ ଜଗତ ରେ ଏବେ ରାଜ କରୁଛନ୍ତି । ତାଙ୍କ ସୁନ୍ଦରତା ଓ ପୋଷାକ ପରିଚ୍ଛନ୍ନ କୁ ଲକ୍ଷ କରି ଲୋକେ ଖୁବ୍ ଖୁସି ହୋଇଥାନ୍ତି ଓ ଫଲୋ ମଧ୍ୟ କରିଥାନ୍ତି ।

ଏବେ ସୋସିଆଲ ମିଡିଆରେ ସେହି ବିଉଟିଫୁଲ୍ ହିରୋଇନ୍ ଙ୍କ ବିଷୟରେ କହବୁ । ସେ ଆଉ କେହି ନୁହନ୍ତି ପ୍ରକୃତି ମିଶ୍ର । ଏବେ ସୋସିଆଲ ମିଡ଼ିଆ ରେ ପ୍ରକୃତି ମିଶ୍ର ଙ୍କ ନୂଆ ଭିଡିଓ ସୋସିଆଲ ମିଡ଼ିଆ ରେ ନିଆଁ ପରି ମାଡି ଚାଲିଛି । ସେହି ଭିଡିଓ ରେ ପ୍ରକୃତି ଗୋଟିଏ ବିକିନି ପିନ୍ଧିଛନ୍ତି ଓ ଏହା ସହିତ ସେ ୱାଟର ଫୋଲ୍ ରେ ସ୍ଵିମିଂ କରିବାର ନଜର କୁ ଆସିଛନ୍ତି ଓ ଏହା ସହିତ ସେ ଗୋଟିଏ ସୁନ୍ଦର୍ ଲେହେଙ୍ଗା ପିନ୍ଧି ଖୁବ୍ ସୁନ୍ଦର ଭାବରେ ନାଚୁଥିବାର ନଜର କୁ ଆସିଛନ୍ତି । ତାଙ୍କର ଏହି ଷ ଷ୍ଟାଇଲିଷ୍ଟ ଲୁକ ପାଇଁ ସମସ୍ତଙ୍କ ଠାରେ ପରିଚିତ । ତାଙ୍କ ସେହି ପୋଷାକ କୁ ତାଙ୍କ ଆଦା ଯାହା କି ଲୋକ ଙ୍କୁ ତାଙ୍କ ଆଡ଼କୁ ଟାଣି ନେଉଛି । ସେ ସେହି ପୋଷାକ ରେ ହଟ୍ ଦିଶୁଛନ୍ତି ମଧ୍ୟ ।

Leave a Reply

Your email address will not be published. Required fields are marked *