କଣ ଅଧିକ ଶାରୀରିକ ସମ୍ପର୍କ ରଖିବା ଦ୍ୱାରା ମହିଳାମାନେ ମୋଟି ହୋଇ ଯାଇଥାନ୍ତି ! ଜାଣନ୍ତୁ ୟା ଉପରେ ରିସର୍ଚ୍ଚ କଣ କହୁଛି ?

ଶାରୀରିକ ସମନ୍ଧ ରଖିବା ଫଳରେ ଶରୀରରେ ଏହାର ପ୍ରଭାବ ନିଶ୍ଚିତ ରୂପରେ ପଡିଥାଏ। ଏକ ସର୍ଭେ ଅନୁଯାୟୀ ସମୟ ସହ ନିୟମିତ ପ୍ରାବଧାନରେ ଶାରୀରିକ ସମ୍ପର୍କ ରଖିଲେ ଆମ ଶରୀରର ମୁଖ୍ୟ ଅଙ୍ଗ ହୃଦୟ ନିରୋଗ ରହେ ଓ ମଣିଷକୁ ଭଲ ନିଦ ମଧ୍ଯ ହୋଇଥାଏ।

ଡକ୍ଟରଙ୍କ କହିବାନୁସାରେ ଶାରୀରିକ ସମ୍ପର୍କ ଦ୍ୱାରା ମହିଳାମାନେ ଅଧିକ ସୁନ୍ଦର ଦେଖାଯାନ୍ତି, ମାତ୍ର କିଛି ଲୋକଙ୍କର କହିବା କଥା ଏହା ଦ୍ଵାରା ମହିଳାମାନେ ମୋଟି ହୋଇଯାନ୍ତି। କିନ୍ତୁ ସତ କଥା ହେଉଛି ଶାରୀରିକ ସମ୍ପର୍କ ଦ୍ଵାରା ମହିଳାମାନେ ମଧ୍ୟ ମୋଟି ହୁଅନ୍ତି ନାହିଁ।

ହଁ କିଛି କ୍ଷେତ୍ରରେ ଦେଖାଯାଏଯେ ବାହାଘର ପରେ ମହିଳା ଓ ପୁରୁଷମାନଙ୍କର ଓଜନ ମଧ୍ୟ ବଢ଼ିଯାଏ, କିନ୍ତୁ ଏହା ଶାରୀରିକ ସମ୍ପର୍କ ସହ କୋୖଣସି ପ୍ରକାର ସମ୍ବନ୍ଧ ନାହିଁ। ଶାରୀରିକ ସମ୍ପର୍କ ଦ୍ଵାରା ଅଧିକ ଭୋକ ଓ ନିଦ ମଧ୍ୟ ଲାଗେ। ଏହା ଶରୀରର ବୃଦ୍ଧି ହେବାର ଏକ ମୁଖ୍ୟ କାରଣ ଅଟେ।

Leave a Reply

Your email address will not be published. Required fields are marked *