ନିତା ଅମ୍ବାନୀଙ୍କ କାରର ମୂଲ୍ୟ ଶୁଣିଲେ ଉଡିଯିବ ହୋସ,ପିଉଥିବା ଚାହାର ମୂଲ୍ୟ ୩ ଲକ୍ଷ ଟଙ୍କା ! ଜାଣନ୍ତୁ ତାଙ୍କର ୫ଟି ମହଙ୍ଗା ସଉକ ବିଷୟରେ !

ସ୍ମାର୍ଟ୍ ଫୋନ୍ ଯୋଗୁ ଯେ କୌଣସି ପରିସ୍ଥିତି କୋୖଣସି ସମୟ ରେ ଜାଣି ହେଉଛି ସମସ୍ତ ଘଟଣା । ତେବେ କାମ ସାରିବା ପରେ ନିଜର ମନୋରଞ୍ଜନ ପାଇଁ ସୋସିଆଲ ମିଡ଼ିଆର ବ୍ୟବହାର କରିଥାନ୍ତି । ସୋସିଆଲ ମିଡ଼ିଆରେ ଗୀତ, ନାଚ, ମଜାଳିଆ କଥା ପର୍ଯ୍ୟନ୍ତ ସବୁ ରହିଥାଏ । ବର୍ତ୍ତମାନ ସମୟ ରେ ଏକ ଭିଡ଼ିଓ ବେଶ୍ ଭାଇରାଲ ହେବାରେ ଲାଗିଛି ।

ମନୋରଞ୍ଜନ କାର୍ଯ୍ୟକ୍ରମ କହିଲେ ସମସ୍ତ ଙ୍କ ମନରେ ଆନନ୍ଦ ର ଲହରୀ ଖେଳି ଥାଏ । ଛୋଟ ଠୁ ବଡ଼ ଯାଏ ମନୋରଞ୍ଜନ କାର୍ଯ୍ୟକ୍ରମ ଦେଖିବା ପାଇଁ ସମସ୍ତେ ଇଚ୍ଛୁକ ଥାନ୍ତି । ବିଭିନ୍ନ କଳାକାର ନିଜ ଅଭିନୟ ରେ ଦର୍ଶକ ଙ୍କୁ ବାନ୍ଧି ରଖିଛନ୍ତି । ବେଳେ ବେଳେ ଅନେକ ମଜାଦାର ଭିଡିଓ ଆସିଥାଏ ଯାହା ଦେଖି ଆମେ ଅନେକ ଆନନ୍ଦ ପାଇଥାଉ । ତେବେ ଏପରି ମଜାଦାର ଖବର ମଧ୍ୟ ଏପରି ସୋସିଆଲ ମିଡିଆରେ ପ୍ରସାରିତ ହୋଇଥାଏ । ତେବେ ବର୍ତମାନ ସମୟ ରେ ଗୋଟି ଗୋଟି କରି ସମସ୍ତେ ଭାଇରଲ ହୋଇଯାଉଛନ୍ତି ।

ତେବେ ଭାରତ ରେ ଧନୀ ବ୍ୟବସାୟୀ ଙ୍କ ନାମ ଯଦି ଆମେ କହିବା ତେବେ ମୁକେଶ ଅମ୍ବାନୀ ହାତ ଗଣତି ଲିଷ୍ଟ ଭିତରୁ ଜଣେ । ତେବେ ଯେହେତୁ ସେମାନଙ୍କ ପାଖରେ ଏତେ ପଇସା ରହିଛି , ସେମାନଙ୍କ ସଉକ ମଧ୍ୟ ସେହିପରି ଉଚ୍ଚକୋଟୀର । ତାଙ୍କ ପରିବାର ରେ ସମସ୍ତେ କୋଟି କୋଟି ଟଙ୍କା ରେ ସଉକ ମେଣ୍ଟେଇଥାନ୍ତି । ତେଣୁ ସବୁ ସମୟ ରେ ଅମ୍ବାନୀ ପରିବାର ଚର୍ଚ୍ଚା ରେ ଥାନ୍ତି । ତେବେ ଅମ୍ବାନୀ ଘର ର ବୋହୂ ନିତା ଅମ୍ବାନୀ ଙ୍କ ସଉକ ଶୁଣିଲେ ଆପଣମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଆମେ ସମସ୍ତେ ଚାହା ପିଇବାକୁ ପସନ୍ଦ କରିଥାଉ । ତେବେ ନିତା ୩ ଲକ୍ଷ ଟଙ୍କାର ଚାହା ପିଅନ୍ତି । ନିତା ପିଉଥିବା କପ୍ ଟି ସୁନା ରେ ହୋଇଥାଏ ତେଣୁ ସେହି କପ୍ ର ଦାମ ୩ ଲକ୍ଷ ଟଙ୍କା ଅଟେ ଯାହାଫଳରେ ଚାହାର ଦାମ ମଧ୍ୟ ବଢିଯାଏ ।

ଝିଅ ପିଲା ମାନେ ହାଣ୍ଡ ବେଗ ବ୍ୟବହାର କରିଥାନ୍ତି । ତେବେ ନିତା ଅମବାନୀ ବହୁତ ମହଙ୍ଗା ହେଣ୍ଡବ୍ୟାଗର ବ୍ୟବହାର କରନ୍ତି । ସବୁ ହେଣ୍ଡବ୍ୟାଗର ମୂଲ୍ୟ ଲକ୍ଷ ଲକ୍ଷ ଟଙ୍କା ହୋଇଥାଏ । ଦୁନିଆର ମହଙ୍ଗା ହେଣ୍ଡବ୍ୟାଗ କମ୍ପାନୀ ତଥା ଫେଡି, ସେଲିନ ଆଦି କମ୍ପାନୀର ହେଣ୍ଡବ୍ୟାଗ ନିତା ବ୍ୟବହାର କରନ୍ତି । ନୀତା ଙ୍କ ପାଖରେ ପାଖରେ ବୁଲଗାରି, କାର୍ଟିୟର, ରାଡୋ, ଗୁଚି ଓ କେଲବିନ ଆଦି ବଡ ବ୍ରାଣ୍ଡର ଘଣ୍ଟା ର କଲେକ୍ସନ ଅଛି ଯାହା ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ର ଦାମ । ପାଦ କୁ ଜୋତା ନିହାତି ଦରକାର ।

ତେବେ ନିତା ଅମ୍ବାନୀ ପେଡ୍ରୋ, ଗାର୍ସିୟା, ଜିମ୍ମି ଚୁ, ପେଲମୋଡା ଓ ମାର୍ଲିନ ଆଦି ବଡ ବଡ ବ୍ରାଣ୍ଡର ଜୋତା ପିନ୍ଧନ୍ତି । ତେବେ ନିତାଙ୍କ ପାଖରେ ଅଡିର ଯେଉଁ ସ୍ପେଶିଆଲ ଏଡିସନ କାର ଅଡି୯ ଅଛି ତାହାର ଦାମ ବିଦେଶ ରେ ୯୦ କୋଟି ଟଙ୍କା । ତେବେ ଏହା ଭାରତକୁ ଆସିଲେ ଏହି କାରର ଦାମ ୧୦୦ କୋଟି ହୋଇଯାଏ । ଏପରି ଅନେକ ମାହାଙ୍ଗା ମାହାଙ୍ଗା ଜିନିଷ ନିତା ଅମ୍ବାନୀ ବ୍ୟବହାର କରିଥାନ୍ତି ।

Leave a Reply

Your email address will not be published. Required fields are marked *