ଏବେ ଏବେ ସରକାର ଦେଶ ଦୁନିଆରେ ବହୁତ୍ କିଛି ଉନ୍ନତି କରିବା ପାଇଁ ପ୍ରଚେଷ୍ଟା କରିବା ପାଇଁ ଗଲେ ଭି । ସରକାର ଙ୍କ କାମକୁ ସୁରୁଖୁରୁ ଭାବରେ ତୁଲାଇବା ପାଇଁ ସରକାର ଗ୍ରାମ ପଞ୍ଚୟ ଓ ସହରାଞ୍ଚଳ ରେ ବହୁତ୍ କିଛି ବ୍ୟକ୍ତି ବିଶେଷ ଗଠନ କରିଛନ୍ତି । କେବଳ ଏତିକି ନୁହଁ ସରକାର ମଧ୍ୟ ନୀୟଯିତ କରିଥିବା ସମସ୍ତ ଲୋକ ଙ୍କୁ ଠିକ୍ ଭାବେ କାର୍ଯ୍ୟ କରିବା ପାଇଁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେଉଛନ୍ତି । କିଛି କିଛି ସ୍ଥାନ ରେ ସରକାର ଙ୍କ ସଳଖ ନଜର ପଡ଼ି ପାରୁଥିବା ବେଳେ ଏମିତି ଆଉ କିଛି କିଛି ସ୍ଥାନ ରହିଛି ଯେଉଁ ମାନେ ସରକାର ଙ୍କ ଠାରୁ କୌଣସି ଆର୍ଥିକ ହେଉ ଅବା ଅନ୍ୟ ପ୍ରକାର ସାହାଯ୍ୟ ପାଇ ପାରୁନାହାନ୍ତି । ଆଜ୍ଞା ଆପଣ ମାନେ ନିହାତି ଭାବରେ କୌଣସି ନା କୌଣସି ସ୍ଥାନ ରେ କାର୍ଯ୍ୟରତ ଥିବେ ସେ ସରକାରୀ ହେଉ ଅବା ବେସରକାରୀ ଚାକିରୀ ହେଉ ।
ସରକାରୀ ଚାକିରୀ କରୁଥିବା ଓ ବେସରକାରୀ ଚାକିରି କରୁଥିବା ବ୍ୟକ୍ତି ମାନଙ୍କ ପାଇଁ ଆସିଲା ବିଚିତ୍ର ଖବର । ଖବର ଟି ଜାଣିଲେ ଆଶ୍ଚର୍ୟ୍ଯ ହୋଇଯିବେ । ଆପଣ ଙ୍କ ଚାକିରି ର ନିୟମ ଅନୁସାରେ କିଛି ନା କିଛି ପରିବର୍ତ୍ତନ ଆସିଥାଏ । ଆଜି ର ଏହି ଖବର ଜାଣିଲେ ଆଶ୍ଚର୍ୟ୍ଯ ହୋଇଯିବେ ଆପଣ ମାନେ ବର୍ଷ କୁ ୩୦୦ ଦିନ ଛୁଟି ପାଇ ପାରିବେ ଏହି ନିୟମ ଟି ବହୁତ୍ ଆଗରୁ କାର୍ଯ୍ୟକାରୀ ହେବ ବୋଲି ଖବର ଆସୁଥିଲା ହେଲେ ସାମାନ୍ୟ କିଛି କାରଣ ପାଇଁ ଏହା କାର୍ଯ୍ୟକାରୀ ହୋଇ ପାରୁନଥିଲା । ହେଲେ ଏବେ ଯାହା ଜଣା ପଡ଼ିଛି ଏହି ନିୟମ ଟି ୨୦୨୨ ରୁ କାର୍ଯ୍ୟ କରି ହେବ । ଆହୁରି ମଧ୍ୟ ଆପଣଙ୍କ ସାଲେରୀ ରେ ମଧ୍ୟ ସାମାନ୍ୟ ପରିବର୍ତ୍ତନ ଆସିପାରେ ।
୧. ସାଲାରୀ ଷ୍ଟ୍ରକଚର:-
ଆପଣ ମାନେ ଏହି ଯୋଜନା ପାଇଁ କିଛି ଟା ଲାଭ ପାଇ ପାରିବେ ତା ପୁଣି କିଛି କିଛି ସ୍ଥାନ ରେ ପରିବର୍ତ୍ତନ ସହିବା ପାଇଁ ପଡିବ । ଏବେ ସମୟରେ ସମସ୍ତେ ଦରମା କମ୍ ପାଉଥିବା ବେଳେ ଭତ୍ତା ଓ ଅନ୍ୟାନ୍ୟ ଯୋଜନା ପାଇଁ ଟଙ୍କା ସଞ୍ଚୟ କରୁଥିଲେ ଅଧିକ ପରିମାଣ ରେ ହେଲେ ଏଥିରେ ବାରିବର୍ତନ୍ ହେବ ଆପଣ ଦରମା ଅଧିକ ପାଇବେ ଓ ରଖିବେ କମ୍ । ଟେକ୍ ହୋମ୍ ସାଲାରୀ ମଧ୍ୟ କମିବାର ସମ୍ଭାବନା ରହିଛି
୨.ବଢିବ ଛୁଟି ସଂଖ୍ୟା:-
ଏବେ ଏବେ ଚାକିରି କରିଥିବା ଲୋକ ଙ୍କ ଛୁଟି ସଂଖ୍ୟା କୁ ପରିବର୍ତ୍ତନ କରା ହୋଇଛି ପୂର୍ବରୁ ଥିବା ୨୪୦ ଛୁଟି ସଂଖ୍ୟା ପରିବର୍ତ୍ତେ ୩୦୦ ଟି ଛୁଟି ମିଳିବ ।
୩. ବଢିବ ଶ୍ରମ ସମୟ ଓ ୱିକଲି ଅଫ୍:-
ପୂର୍ବରେ ଲୋକେ ସପ୍ତାହ ରେ ୬ ଦିନ ୮ ଘଣ୍ଟା ଲେଖା କାର୍ଯ୍ୟ କରୁଥିବା ବେଳେ ଏବେ ତିନି ଦିନ ୧୨ ଘଣ୍ଟା ଲେଖା କାର୍ଯ୍ୟ କରିବେ ଓ ୩ ଦିନ ଛୁଟି ପାଇବେ ।
୪. ସର୍ବନିମ୍ନ ଦେୟ:-
ନୂତନ ନିୟମ ଅନୁଯାୟୀ ନ୍ୟୁନତମ ବେତନ ନିୟମକୁ କଡାକଡି କରାଯିବ । ଏଥିରେ ମହିଳା ମାନେ ରାତିରେ ଚାହିଁଲେ ମଧ୍ୟ କାର୍ଯ୍ୟ କରିପାରିବେ ।
୫. ଇପିଏଫ୍:-
ଏଥି ପାଇଁ ନିଜର ମୂଲ ଦରମା କମ୍ ରହିଲେ ଭି ଭବିଷ୍ୟତ ସୁରକ୍ଷିତ ରହିବ ।ଏହା ଫଳରେ କର୍ମଚାରୀଙ୍କ ଭବିଷ୍ୟତ ଅଧିକ ସୁରକ୍ଷିତ ହେବ । ଏହା ସହିତ ଗ୍ରାଚୁଇଟି ମଧ୍ୟ ବଢିବ । ଫଳରେ ମୂଳ ଦରମା ସାମାନ୍ୟ କମ ରହିବ ମାତ୍ର ଅବସର ସମୟରେ ଅଧିକ ସୁବିଧା ମିଳି ପାରିବ ।